Tuesday, March 2, 2021 05:06 PM
  • About
  • Advertise
  • Careers
  • Contact
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Breaking News

ଜେଇଇ ପରୀକ୍ଷାର୍ଥୀଙ୍କ ଦାୟିତ୍ୱ ନେଲେ ରାଜ୍ୟ ସରକାର

by Our Correspondent
28 Aug, 2020- 11:08 PM
in Breaking News, Latest News
1 min read
0
ଜେଇଇ ପରୀକ୍ଷାର୍ଥୀଙ୍କ ଦାୟିତ୍ୱ ନେଲେ ରାଜ୍ୟ ସରକାର
Share on FacebookShare on Twitter

ଭୁବନେଶ୍ୱର: ଜେଇଇ(ମେନ୍) ପରୀକ୍ଷାର୍ଥୀମାନେ ଯେଭଳି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ତାହାର ଦାୟିତ୍ୱ ନେଇଛନ୍ତି ରାଜ୍ୟ ସରକାର । ଦୂରଦୂରାନ୍ତରୁ ଆସୁଥିବା ଛାତ୍ରଛାତ୍ରୀମାନେ ଆବଶ୍ୟକ କଲେ ସେମାନଙ୍କ ଯାତାୟତ ପାଇଁ ସରକାର ମାଗଣାରେ ଗାଡ଼ି ଯୋଗାଇଦେବେ । ଯେଉଁମାନେ ନିଜ ସୁବିଧାରେ ଗାଡ଼ିରେ ଆସିବେ ସବୁପ୍ରକାର ସହଯୋଗ ଦିଆଯିବ ।

ସେହିପରି, ଆସନ୍ତା ୩୦ ତାରିଖରୁ ସେପ୍ଟେମ୍ବର ୭ ତାରିଖ ପର୍ଯ୍ୟନ୍ତ ପରୀକ୍ଷାର୍ଥୀ ଏବଂ ସେମାନଙ୍କ ଅଭିଭାବକମାନଙ୍କ ପାଇଁ କୋଭିଡ୍ କଟକଣା ଲାଗୁ ହେବ ନାହିଁ । ଆଡମିଟ୍ କାର୍ଡ ଦେଖାଇଲେ ସେମାନଙ୍କୁ ଯା ଆସ କରିବାର ଅନୁମତି ମିଳିବ ।

ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ଏବଂ ବିଭାଗୀୟ ସଚିବ ସଞ୍ଜୟ ସିଂ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁଯାୟୀ, ପ୍ରତି ଜିଲ୍ଲାରେ ଥିବା ଆଇଟିଆଇ ସେଣ୍ଟରକୁ ନୋଡାଲ୍ ସେଣ୍ଟର କରାଯିବ । ପରୀକ୍ଷାର୍ଥୀମାନେ ସେମାନଙ୍କ ସମ୍ପର୍କରେ ତଥ୍ୟ ସଂପୃକ୍ତ ଜିଲ୍ଲାର ନୋଡାଲ୍ ସେଣ୍ଟରକୁ  ଜଣାଇବାକୁ ଅନୁରୋଧ କରାଯାଉଛି । ସେହି ଅନୁଯାୟୀ, ଯାହାର ଗାଡ଼ି ଆବଶ୍ୟକ ଯୋଗାଇ ଦିଆଯିବ । ଇଂଜିନିୟରିଂ କଲେଜ ହଷ୍ଟେଲ୍ ଗୁଡ଼ିକ ପରୀକ୍ଷାର୍ଥୀ ଓ ଅଭିଭାବକମାନଙ୍କ ରହିବା ନିମନ୍ତେ ବ୍ୟବସ୍ଥା କରାଯାଇଛି । ମାଗଣାରେ ସେମାନେ ରହିବେ ।

ଆସନ୍ତା ସେପ୍ଟେମ୍ବର ୧ରୁ ୬ ତାରିଖ ପର୍ଯ୍ୟନ୍ତ ଜେଇଇ(ମେନ୍) ପରୀକ୍ଷା ଅନୁଷ୍ଠିତ ହେବ । ୭ଟି ସହରର ୨୬ଟି କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ । ରାଜ୍ୟର ୩୭ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଉଥିବା ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

ସୂଚନାଥାଉକି, କୋଭିଡ୍ ପରିସ୍ଥିତି ଯୋଗୁଁ ଜେଇଇ(ମେନ୍) ଓ ନିଟ୍ ପରୀକ୍ଷା ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ପ୍ରଥମେ ଚିଠି ଲେଖିଥିଲେ । ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଟେଲିଫୋନ୍ ରେ କଥା ହୋଇଥିଲେ । ମାତ୍ର କିଛି ଫଳ ନାହିଁ । ରାଜ୍ୟରେ ବର୍ତ୍ତମାନ କୋଭିଡ୍ ସାଙ୍ଗକୁ ବନ୍ୟା ପରିସ୍ଥିତି ।  ଏଭଳି କ୍ରିଟିକାଲ୍ ସମୟରେ ପରୀକ୍ଷା ଦେବାକୁ ଯାଉଛନ୍ତି ଛାତ୍ରଛାତ୍ରୀ ।

Previous Post

ଗ୍ରାମାଞ୍ଚଳ ଗରିବଙ୍କ ପାଇଁ ୨୦୦ କୋଟିର ସ୍ୱତନ୍ତ୍ର ପ୍ୟାକେଜ୍

Next Post

ଅନଲକ୍-୪: ଶିକ୍ଷାନୁଷ୍ଠାନ ବନ୍ଦ,୧୦୦ ଲୋକଙ୍କ ସମାବେଶକୁ ଅନୁମତି

Next Post

ଅନଲକ୍-୪: ଶିକ୍ଷାନୁଷ୍ଠାନ ବନ୍ଦ,୧୦୦ ଲୋକଙ୍କ ସମାବେଶକୁ ଅନୁମତି

Leave a Reply Cancel reply

Your email address will not be published. Required fields are marked *

RECOMMENDED NEWS

ଲକ୍ଷ୍ମୀଦତ୍ତ ମର୍ଡର କେସ୍: ଗୋଲକ ଓ ଭୃଗୁଙ୍କୁ ପୁଲିସ ନୋଟିସ୍

ଲକ୍ଷ୍ମୀଦତ୍ତ ମର୍ଡର କେସ୍: ଗୋଲକ ଓ ଭୃଗୁଙ୍କୁ ପୁଲିସ ନୋଟିସ୍

2 years ago
ଟ୍ରକ୍ ଚଢ଼ିଗଲା, ୫ ସ୍କୁଲ ଛାତ୍ରଛାତ୍ରୀ ମୃତ

ଟ୍ରକ୍ ଚଢ଼ିଗଲା, ୫ ସ୍କୁଲ ଛାତ୍ରଛାତ୍ରୀ ମୃତ

3 years ago
ସରକାରୀ ଜମି ହଡ଼ପ ପଛରେ ବିଧାୟକଙ୍କ ହାତ !

ସରକାରୀ ଜମି ହଡ଼ପ ପଛରେ ବିଧାୟକଙ୍କ ହାତ !

5 years ago
ନା ଅଛି ଲଜ୍ଜା ନା ସରମ୍

ନା ଅଛି ଲଜ୍ଜା ନା ସରମ୍

5 years ago
  • 1.3k Fans

BROWSE BY CATEGORIES

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week

BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    2971 shares
    Share 1188 Tweet 743
  • ଅର୍ଗସ୍ ରୁ ତଡା ଖାଇଲେ ବିଭୂ ରଥ

    1638 shares
    Share 655 Tweet 410
  • ଓଟିଭି ଛାଡ଼ିଲେ ସାମ୍ବାଦିକ ରମେଶ ରଥ

    1349 shares
    Share 540 Tweet 337
  • ଡିଜିପିଙ୍କ ବାଟ ଓଗାଳିବାକୁ ପଣ୍ଡା କମ୍ପାନୀର ଚାଲ୍!

    1187 shares
    Share 475 Tweet 297
  • ସମ କୋଭିଡ ହସ୍ପିଟାଲ ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

    1143 shares
    Share 457 Tweet 286
Mid Day Odisha

MiddayOdisha fills a gap in local media for the numerous speakers living and visiting Odisha and outside Odisha.

Follow us on social media:

WordPress YouTube plugin

Category

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020 MIDDAY ODISHA