କଂଗ୍ରେସର ଛାରଖାର ଅବସ୍ଥା; ଜୟଦେବଙ୍କୁୁ ବଳିଗଲେ ନିରଞ୍ଜନ

ଭୁୁବନେଶ୍ୱର: ନିରଞ୍ଜନ ପଟ୍ଟନାୟକ ଦାୟିତ୍ୱ ନେଲା ପରେ ରାଜ୍ୟ କଂଗ୍ରେସ ଉପରେ ସମସ୍ତଙ୍କର ଭରସା ବଢ଼ିଯାଇଥିଲା । ନଇଁ ଯାଇଥିବା ଦଳକୁ ସଳଖିବା ପାଇଁ କର୍ମୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଲା । ବିଜେଡ଼ିର ପ୍ରତିଦ୍ୱନ୍ଦୀ ବିଜେପି ନୁହେଁ, କଂଗ୍ରେସ ହେବ ବୋଲି ଚର୍ଚ୍ଚା ହେଲା । ମାତ୍ର ଆଜି ନିର୍ବାଚନ ବେଳକୁ ସବୁ ଫୁସ୍ । ଛାରଖାର ଅବସ୍ଥାକୁ ଚାଲି ଆସିଛି ରାଜ୍ୟ କଂଗ୍ରେସ । ଦଳର ନେତା ଓ କର୍ମୀମାନଙ୍କ ମନୋବଳ ଭାଙ୍ଗିଯାଇଛି । … Continue reading କଂଗ୍ରେସର ଛାରଖାର ଅବସ୍ଥା; ଜୟଦେବଙ୍କୁୁ ବଳିଗଲେ ନିରଞ୍ଜନ