ଦୁର୍ଭାଗ୍ୟ ଏମିତି ଆସେ.. ଆଉ ଏକ ସୁରତ୍ ଫେରନ୍ତା ବସ ଓଲଟିଲା

ଭୁବନେଶ୍ୱର: କରୋନା ଲକ୍ ଡାଉନ୍ ରେ ଜୀବିକା ହରାଇଥିବା ସୁରତ୍ ପ୍ରବାସୀ ଓଡ଼ିଆଙ୍କ ପିଛା ଛାଡୁନି ଦୁର୍ଭାଗ୍ୟ । ନିଜ ଭିଟାମାଟିକୁ ଫେରିବାକୁ ବ୍ୟାକୁଳ ଏହି ହତଭାଗାଙ୍କ ପାଇଁ ଭଗବାନ ସତେ ଯେମିତି ନିଷ୍ଠୁର ପାଲଟିଛନ୍ତି । ଗତକାଲି ରାତିରେ ସୁରତା ଫେରନ୍ତା ଏକ ବସ୍ କଳିଙ୍ଗା ଘାଟିରେ ଓଲଟି ପଡ଼ିବାରୁ ୨ ଜଣଙ୍କ ଜୀବନ ଯିବା ସହ ୪୦ ଜଣ ଆହତ ହୋଇଥିଲେ । ୧୨ ଘଣ୍ଟା ନ ପୂରୁଣୁ ଆଜି ସକାଳେ ଆଉ ଏକ … Continue reading ଦୁର୍ଭାଗ୍ୟ ଏମିତି ଆସେ.. ଆଉ ଏକ ସୁରତ୍ ଫେରନ୍ତା ବସ ଓଲଟିଲା