ନବୀନଙ୍କ ସ୍ୱାସ୍ଥ୍ୟ ଗୁଜବ ପଛରେ ବୈଜୟନ୍ତ !

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅସୁସ୍ଥତା ଖବର ତିଆରି କରି ତାକୁ ପ୍ରଚାର କରିଥିଲେ ବିଜେଡ଼ି ସାଂସଦ । ଓଡ଼ିଶାରେ ନୁହେଁ ଦିଲ୍ଲୀରେ ଖେଳ ଖେଳିଥିଲେ । ଦିଲ୍ଲୀରେ କାଟତି ରଖିଥିବା ଏହି ସାଂସଦ କୁଆଡ଼େ ବୈଜୟନ୍ତ ପଣ୍ଡା । ସୋସିଆଲ୍ ମିଡ଼ିଆରେ ତାଙ୍କ ନାଁ ଆସିଲା ପରେ ଆଜି ବୈଜୟନ୍ତଙ୍କୁ ତର ସହିନି । ଟୁଇଟ୍ ଯୋଗେ ସ୍ପଷ୍ଟୀକରଣ ରଖିଛନ୍ତି । ତାଙ୍କ ନେତାଙ୍କ ମୁଣ୍ଡରେ ସନ୍ଦେହ ପୂରାଇବା ପାଇଁ ଏହା ତାଙ୍କ ବିରୋଧରେ ଚକ୍ରାନ୍ତ … Continue reading ନବୀନଙ୍କ ସ୍ୱାସ୍ଥ୍ୟ ଗୁଜବ ପଛରେ ବୈଜୟନ୍ତ !