ମେଡିକାଲରେ ମରିବ ନା ଆପେ ଉଭେଇ ଯିବ କରୋନା !

ଭୁବନେଶ୍ୱର: ସମସ୍ତେ ଅସ୍ତବ୍ୟସ୍ତ । କେବେ ହଟିବ ଏ କରୋନା ମହାମାରୀ ? ମେଡିକାଲରେ ତାର ମୃତ୍ୟୁ ହେବ ନା ଆପେ ଆପେ ଉଭେଇ ଯିବ ଏ ଭାଇରସ୍ ଭୂତ ? କରୋନା ପାଇଁ ଲକ୍ ଡାଉନ୍ । ଆଉ ବସି ଖାଇ ଖାଇ ସରିବାକୁ ବସିଲାଣି ନଈ ବାଲି । ଟଙ୍କାର ଅଭାବ କରିଦେଲାଣି ସମସ୍ତଙ୍କ ଅଣ୍ଟା ବଙ୍କା । ତେଣୁ ସଭିଁଙ୍କ ମନରେ ଗୋଟିଏ ପ୍ରଶ୍ନ… କେବେ ମରିବ ଏ ମହାମାରୀ ? ଇତିହାସ … Continue reading ମେଡିକାଲରେ ମରିବ ନା ଆପେ ଉଭେଇ ଯିବ କରୋନା !