‘ରାଜ୍ ଇଲେକଟ୍ରୋନିକ୍ସ’ରେ କରୋନା; ଦୋକାନ ସିଲ୍, ୫୦ କ୍ୱାରେଣ୍ଟାଇନ୍

ଖବରକୁ ଚାପିଦେଲେ ପ୍ରମୁଖ ଗଣମାଧ୍ୟମ ! ଭୁବନେଶ୍ୱର: ସବୁବେଳେ ଗ୍ରାହକଙ୍କ ଗହଳି ଚହଳି ଲାଗି ରହୁଥିବା ବାପୁଜୀନଗରର ପ୍ରମୁଖ ଦୋକାନ ‘ରାଜ୍ ଇଲେକଟ୍ରୋନିକ୍ସ’ ରେ କରୋନା । ଦୋକାନର ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଗତକାଲି ବିଏମସି ଏହି ଦୋକାନକୁ ସିଲ୍ କରିଛି । ଦୋକାନ ଏବଂ ଦୋକାନର ୫୦ ଜଣ କର୍ମଚାରୀଙ୍କୁ କ୍ୱାରେଣ୍ଟଣ୍ଟାଇନ୍ ରେ ରଖାଯାଇଛି । କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ ଇଲେକଟ୍ରୋନିକ୍ସ ର କର୍ମଚାରୀ ଜଣଙ୍କ ଘର … Continue reading ‘ରାଜ୍ ଇଲେକଟ୍ରୋନିକ୍ସ’ରେ କରୋନା; ଦୋକାନ ସିଲ୍, ୫୦ କ୍ୱାରେଣ୍ଟାଇନ୍