Tuesday, March 2, 2021 04:19 PM
  • About
  • Advertise
  • Careers
  • Contact
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସ୍କୁଲ ବୁଲିଲେ ପାଣ୍ଡିଆନ୍

by Our Correspondent
17 Jan, 2121- 11:39 AM
in Latest News, News
1 min read
0
ସ୍କୁଲ ବୁଲିଲେ ପାଣ୍ଡିଆନ୍
Share on FacebookShare on Twitter

ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ସ୍କୁଲ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ୫-ଟି ସଚିବ ଭି.କେ.ପାଣ୍ଡିଆନ୍ । ଆଜି ସକାଳୁ ସକାଳୁ ସେ ୟୁନିଟ୍-୧, ୟୁନିଟ୍-୬, କ୍ୟାପିଟାଲ୍ ହାଇସ୍କୁଲ, ୟୁନିଟ୍-୯ ବାଳିକା ହାଇସ୍କୁଲ ଏବଂ ଆଇଆରସି ଭିଲେଜ୍ ହାଇସ୍କୁଲ ଯାଇ ଶିକ୍ଷା ଓ ଆନୁସଙ୍ଗିକ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ । ପାଣ୍ଡିଆନ୍ ଙ୍କ ସାଙ୍ଗରେ ଥିଲେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ପରିଦର୍ଶନ କାଳରେ ଶ୍ରୀ ପାଣ୍ଡିଆନ୍ ସ୍କୁଲ ଗୁଡ଼ିକର ବିଜ୍ଞାନ ଲାବରେଟୋରି, ସ୍ମାର୍ଟ କ୍ଲାସରୁମ୍, ଲାଇବ୍ରେରୀ, କ୍ରୀଡ଼ା ସୁବିଧା ଏବଂ ମାଟ୍ରିକ୍ ରେଜଲ୍ଟ ସମ୍ପର୍କରେ ପରିଚାଳନା କମିଟି ସଦସ୍ୟ ଏବଂ ଶିକ୍ଷକମାନଙ୍କ ସହ ଆଲୋଚନା କରିଥିଲେ । ରେଜଲ୍ଟ ଆହୁରି ଭଲ ହେବା ପାଇଁ କ’ଣ କରାଯାଇପାରିବ ତାହା ପଚାରି ବୁଝିଥିଲେ ।

ମୋ ସ୍କୁଲ ଯୋଜନାରୁ ସଫଳତା ମିଳୁଛି ନା ନାହିଁ ତାହା ମଧ୍ୟ ଜାଣିବାକୁ ଚାହିଁଥିଲେ ପାଣ୍ଡିଆନ୍ । ମୋଟାମୋଟି ଭାବେ ସ୍କୁଲ୍ ପରିବେଶ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ପାଇଁ ଅନୁକୂଳ ରଖିବା ଦିଗରେ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିଥିଲେ ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍ ।

Previous Post

ଚେନ୍ନାଇରୁ ପୁଅର ଶବ ଫେରିପାଇଲେ କ୍ରିଷ୍ଣାଙ୍କ ପରିବାର

Next Post

ଆରପାରିରେ ସମାଜସେବୀ ଲଳିତ ନାୟକ

Next Post
ଆରପାରିରେ ସମାଜସେବୀ ଲଳିତ ନାୟକ

ଆରପାରିରେ ସମାଜସେବୀ ଲଳିତ ନାୟକ

Leave a Reply Cancel reply

Your email address will not be published. Required fields are marked *

RECOMMENDED NEWS

ମାର୍କେଟ୍ ର ନୂଆ ପ୍ଲେୟାର୍ ‘ନନ୍ଦିଘୋଷ’, ଚାଲେଞ୍ଜ ଅନେକ

ମାର୍କେଟ୍ ର ନୂଆ ପ୍ଲେୟାର୍ ‘ନନ୍ଦିଘୋଷ’, ଚାଲେଞ୍ଜ ଅନେକ

1 year ago
ଆକଳନ ସଠିକ୍: ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କଲା ‘ଅମ୍ଫନ୍’

ଆକଳନ ସଠିକ୍: ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କଲା ‘ଅମ୍ଫନ୍’

10 months ago
ପ୍ରସାଦଙ୍କ ନାଁକୁ ବି ଡର

ପ୍ରସାଦଙ୍କ ନାଁକୁ ବି ଡର

5 years ago
ସୋମବାର ୩୭ ପଜିଟିଭ୍; କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୪

ସୋମବାର ୩୭ ପଜିଟିଭ୍; କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୪

10 months ago
  • 1.3k Fans

BROWSE BY CATEGORIES

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week

BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    2971 shares
    Share 1188 Tweet 743
  • ଅର୍ଗସ୍ ରୁ ତଡା ଖାଇଲେ ବିଭୂ ରଥ

    1638 shares
    Share 655 Tweet 410
  • ଓଟିଭି ଛାଡ଼ିଲେ ସାମ୍ବାଦିକ ରମେଶ ରଥ

    1349 shares
    Share 540 Tweet 337
  • ଡିଜିପିଙ୍କ ବାଟ ଓଗାଳିବାକୁ ପଣ୍ଡା କମ୍ପାନୀର ଚାଲ୍!

    1187 shares
    Share 475 Tweet 297
  • ସମ କୋଭିଡ ହସ୍ପିଟାଲ ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

    1143 shares
    Share 457 Tweet 286
Mid Day Odisha

MiddayOdisha fills a gap in local media for the numerous speakers living and visiting Odisha and outside Odisha.

Follow us on social media:

WordPress YouTube plugin

Category

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020 MIDDAY ODISHA