Wednesday, May 6, 2026 08:36 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେପିରେ ମିଶିଲେ ପୂର୍ବତନ ଡିଜିପି ପ୍ରକାଶ ମିଶ୍ର

by Our Correspondent
24 Mar, 2019- 05:42 PM
in Latest News, News, Politics
1 min read
0
ବିଜେପିରେ ମିଶିଲେ ପୂର୍ବତନ ଡିଜିପି ପ୍ରକାଶ ମିଶ୍ର
ଭୁବନେଶ୍ୱର: ପୂର୍ବନ ଡିଜିପି ପ୍ରକାଶ ମିଶ୍ର ଆଜି ବିଜେପିରେ ଯୋଗଦେଇଛନ୍ତି । ବିଜେପିରେ ତାଙ୍କର ଯୋଗଦାନ ସମ୍ପର୍କରେ ବହୁ ଦିନ ହେଲା ଚର୍ଚ୍ଚା ହୋଇ ଆସୁଥିଲେ ମଧ୍ୟ କିଛି ଦିନ ତଳେ ନିଜେ ଶ୍ରୀ ମିଶ୍ର ଏହାକୁ ଖଣ୍ଡନ କରିଥିଲେ । ତେବେ ସେ ବିଜେପିରେ ଯୋଗ ଦେଉଛନ୍ତି ବୋଲି ଗତକାଲି ସ୍ପଷ୍ଟ ହୋଇଥିଲା । କଟକ ଲୋକସଭା ଆସନରୁ ସେ ନିର୍ବାଚନ ଲଢ଼ିବେ ବୋଲି କୁହାଯାଉଛି । ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ସମୀର ଦେ, ଡାକ୍ତର ଦାମୋଦର ରାଉତ ଉପସ୍ଥିତ ଥିଲେ । ଶ୍ରୀ ମିଶ୍ରଙ୍କ ଛଡ଼ା ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ, ଦେବୀ ପ୍ରସାଦ ଚାନ୍ଦ ମଧ୍ୟ ବିଜେପିରେ ମିଶିଛନ୍ତି ।
୨୦୧୨ ରୁ ୨୦୧୪ ପର୍ଯ୍ୟନ୍ତ ଶ୍ରୀ ମିଶ୍ର ରାଜ୍ୟ ପୁଲିସ ଡିଜି ଭାବେ କାର୍ଯ୍ୟ କରିଥିଲେ । ୨୦୧୪ ଡିସେମ୍ବରରେ ସିଆରପିଏଫ୍ ବିଭାଗର ଡିଜି ପଦରେ ସେ ଅବସ୍ଥାପିତ ହୋଇଥିଲେ । ୨୦୧୬ ରେ ଚାକିରିରୁ ଅବସର ନେଲା ପରେ ଉତ୍ତରଖଣ୍ଡ ରାଜ୍ୟପାଳ କେ.କେ.ପଲଙ୍କ ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିଲେ । ଆଜିଠାରୁ ବିଜେପିରେ ସେ ନୂଆ ରାଜନୈତିକ ଇଂନିସ୍ ଆରମ୍ଭ କରିବେ । ଓଡ଼ିଶାରେ ବିଜେଡ଼ି ସରକାରଙ୍କ ଶାସନ ଅତି ନୀଚ୍ଚସ୍ତରକୁ ଖସି ଆସିଲାଣି ଏବଂ ଏବେ ଓଡ଼ିଶାର ଭବିଷ୍ୟତ କିଛି ନାହିଁ ବୋଲି ବିଜେପି ହାତ ଧରିବା ପରେ ଶ୍ରୀ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି । ନରେନ୍ଦ୍ର ମୋଦିଙ୍କ ପ୍ରତି ଆକୃଷ୍ଟ ହୋଇ ବିଜେପିରେ ମିଶିଥିବା କହିଛନ୍ତି ପ୍ରକାଶ ମିଶ୍ର ।
Previous Post

ନବୀନଙ୍କ ଦୃଢ଼ୋକ୍ତି: ୨୧ରୁ ୨୧ଶଙ୍ଖ, କେନ୍ଦ୍ର ସରକାର ଗଠନର ଚାବିକାଠି ବିଜେଡ଼ି

Next Post

ଦ୍ୱିତୀୟ ଦଫାରେ ୪ ବିଧାୟକ କଟିଲେ; କିଶୋର, ଅର୍କେଶଙ୍କୁ ଟିକେଟ୍

Next Post
ଦ୍ୱିତୀୟ ଦଫାରେ ୪ ବିଧାୟକ କଟିଲେ; କିଶୋର, ଅର୍କେଶଙ୍କୁ ଟିକେଟ୍

ଦ୍ୱିତୀୟ ଦଫାରେ ୪ ବିଧାୟକ କଟିଲେ; କିଶୋର, ଅର୍କେଶଙ୍କୁ ଟିକେଟ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA