Wednesday, May 6, 2026 08:35 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କନ୍ଧମାଳରୁ ଖାରବେଳ, କଟକରୁ ପ୍ରକାଶ; ପ୍ରଶାନ୍ତ ନନ୍ଦଙ୍କ ପୁଅଙ୍କୁ ବିଜେପି ଟିକେଟ୍

by Our Correspondent
25 Mar, 2019- 12:58 PM
in Latest News, News, Politics
1 min read
0
କନ୍ଧମାଳରୁ ଖାରବେଳ, କଟକରୁ ପ୍ରକାଶ; ପ୍ରଶାନ୍ତ ନନ୍ଦଙ୍କ ପୁଅଙ୍କୁ ବିଜେପି ଟିକେଟ୍
ଭୁବନେଶ୍ୱର: ସେୟା ହେଲା । ବିଜେପିକୁ ଫେରି କନ୍ଧମାଳରୁ ପ୍ରାର୍ଥୀ ହୋଇଛନ୍ତି ଖାରବେଳ ସ୍ୱାଇଁ । ଯେଉଁ ଧର୍ମେନ୍ଦ୍ର ପ୍ରଧାନଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ସେ ଦଳ ଛାଡ଼ିଥିଲେ ସେହି ଧର୍ମେନ୍ଦ୍ରଙ୍କ ହାତରୁ ଗାମୁଛା ଓ ଫୁଲତୋଡ଼ା ପାଇ ବିଜେପିକୁ ଫେରି ଆସିଛନ୍ତି । କିଛି ଦିନ ତଳେ ଖାରବେଳ ତାଙ୍କ ଉତ୍କଳ ଭାରତ ପାଇଁ ସର୍ବସାଧାରଣଙ୍କଠାରୁ ପାଣ୍ଠି ସଂଗ୍ରହର ଅପିଲ୍ କରିଥିଲେ । ଯଦି ପାଣ୍ଠି ସଂଗ୍ରହ କରିଥାଆନ୍ତି ଏବେ ଦାତାଙ୍କୁ ଫେରାଇବାକୁ ପଡ଼ିବ ।
ଗତକାଲି ବିଜେପିରେ ଯୋଗଦେଇଥିବା ପୂର୍ବତନ ଡିଜି ପ୍ରକାଶ ମିଶ୍ରଙ୍କୁ କଟକ ଲୋକସଭା ଆସନରୁ ପ୍ରାର୍ଥୀ କରିଛି ଦଳ । ପ୍ରକାଶ ବିଜେପିରେ ଯୋଗଦେଇ କଟକରୁ ପ୍ରାର୍ଥୀ ହେବେ ବୋଲି ଦୁଇମାସ ହେଲା ଚର୍ଚ୍ଚା ହେଉଥିଲା । ତାହା ସତ୍ୟ ହୋଇଛି । କନ୍ଧମାଳ ଓ କଟକ ଲୋକସଭା ଆସନ ସମେତ ୯ଟି ବିଧାନସଭା ଆସନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା ହୋଇଛି ।
ବିଜେଡ଼ି ରାଜ୍ୟସଭା ସାଂସଦ ତଥା ବିଜେଡ଼ି ଷ୍ଟାର ପ୍ରଚାରକ ନିଯୁକ୍ତି ପାଇଥିବା ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ ନନ୍ଦ ବେଗୁନିଆରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି । ବିଜେଡ଼ିରୁ ଟିକେଟ ପାଇବା ପାଇଁ ରିଷଭ ଆଶା କରିଥିଲେ । ହେଲେ ସିଗନାଲ୍ ନ ମିଳିବାରୁ କୁଆଡ଼େ ବାପାଙ୍କ ସମ୍ମତିରେ ବିଜେପିରେ ମିଶିଯାଇଥିଲେ । ବାପା ବିଜେଡ଼ିରେ ରହି ସାଂସଦ ମଜା ନେଉଥିବା ବେଳେ ପୁଅକୁ ବିଜେପି ଟିକେଟରେ ବିଧାୟକ କରି ଆଣିବାକୁ ଚାହିଁଛନ୍ତି । ପରଦା ଅଭିନୟରେ ପୋଖତ ପ୍ରଶାନ୍ତ ନନ୍ଦ ରାଜନୀତି ମଇଦାନରେ ବି ତାଙ୍କ ଅଭିନୟର ପରାକାଷ୍ଠା ଦେଖାଇଛନ୍ତି ।
ରିଷଭଙ୍କ ସମେତ ୬ ଜଣ ନୂଆ ମୁହଁଙ୍କୁ ବିଜେପି ଟିକେଟ୍ ମିଳିଛି । ସେମାନେ ହେଲେ ଝାରସୁଗୁଡ଼ାରୁ ଦୀନେଶ ଜୈନ, ପାରାଦ୍ୱୀପରୁ ସମ୍ପଦ ସ୍ୱାଇଁ, ଜୟଦେବରୁ ନରେନ୍ଦ୍ର ନାୟକ, ଫୁଲବାଣୀରୁ ଦେବନାରାୟଣ ପ୍ରଧାନ ଏବଂ ଜଟଣୀରୁ ବିଶ୍ୱରଞ୍ଜନ ବଡ଼ଜେନା । ଜଟଣୀରୁ ଗତଥର ପ୍ରାର୍ଥୀ ତଥା ଦଳର ଟାଣୁଆ ନେତା ସୁଦୀପ୍ତ ରାୟଙ୍କୁ ବସାଇ ଦିଆଯାଇ ତାଙ୍କ ସ୍ଥାନରେ ବଡ଼ଜେନାଙ୍କୁ ପ୍ରାର୍ଥୀ କରାଯାଇଛି ।
ଭଦ୍ରକରୁ ଗତଥରର ପ୍ରାର୍ଥୀ ଡ. ପ୍ରଦୀପ ନାୟକ ପୁଣିଥରେ ପ୍ରାର୍ଥୀ ହୋଇଥିବା ବେଳେ ଭଣ୍ଡାରୀପୋଖରରୀୁ ବଦ୍ରିନାରାୟଣ ଧଳ ଏବଂ ରେଢ଼ାଖୋଲରୁ ଦେବେନ୍ଦ୍ର ମହାପାତ୍ର ପୁନର୍ବାର ପ୍ରାର୍ଥୀ ହୋଇଛନ୍ତି ।
ଏଥିସହ ବର୍ତ୍ତମାନ ସୁଦ୍ଧା ୧୭ଟି ଲୋକସଭା ଏବଂ ୧୩୦ଟି ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି ।
ବିଜେପି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା
ଲୋକସଭା ପ୍ରାର୍ଥୀ
କନ୍ଧମାଳ- ଖାରବେଳ ସ୍ୱାଇଁ
କଟକ- ପ୍ରକାଶ ମିଶ୍ର
ବିଧାନସଭା ପ୍ରାର୍ଥୀ
ଝାରସୁଗୁଡ଼ା- ଦୀନେଶ ଜୈନ
ରେଢ଼ାଖୋଲ- ଦେବେନ୍ଦ୍ର ମହାପାତ୍ର
ଭଣ୍ଡାରିପୋଖରୀ- ବଦ୍ରିନାରାୟଣ ଧଳ
ଭଦ୍ରକ- ଡ. ପ୍ରଦାପ ନାୟକ
ପାରାଦ୍ୱୀପ- ସମ୍ପଦ ସ୍ୱାଇଁ
ବେଗୁନିଆ- ରିଷଭ ନନ୍ଦ
ଜୟଦେବ- ନରେନ୍ଦ୍ର ନାୟକ
ଫୁଲବାଣୀ- ଦେବନାରାୟଣ ପ୍ରଧାନ
ଜଟଣୀ- ବିଶ୍ୱରଞ୍ଜନ ବଡ଼ଜେନା
Previous Post

ଧର୍ମେନ୍ଦ୍ରଙ୍କୁ ସୁବାସ ଚୌହାନ୍ ଙ୍କ ଆହ୍ୱାନ: ବିଜେପୁରରେ ନବୀନଙ୍କ ବିରୋଧରେ ଲଢ଼

Next Post

ପ୍ରାର୍ଥୀପତ୍ର ଦାଖଲ କଲେ ଅଚ୍ୟୁତ ସାମନ୍ତ

Next Post
ପ୍ରାର୍ଥୀପତ୍ର ଦାଖଲ କଲେ ଅଚ୍ୟୁତ ସାମନ୍ତ

ପ୍ରାର୍ଥୀପତ୍ର ଦାଖଲ କଲେ ଅଚ୍ୟୁତ ସାମନ୍ତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA