Wednesday, May 6, 2026 08:23 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡ଼ିରେ ମିଶିଲେ ସୁବାସ ଚୈାହାନ୍

by Our Correspondent
27 Mar, 2019- 01:50 PM
in Latest News, News, Politics
1 min read
1
ବିଜେଡ଼ିରେ ମିଶିଲେ ସୁବାସ ଚୈାହାନ୍
ଭୁବନେଶ୍ୱର: ଧର୍ମେନ୍ଦ୍ର ପ୍ରଧାନଙ୍କ ଆକ୍ରୋଶର ଶିକାର ହୋଇ କାନ୍ଦି କାନ୍ଦି ବିଜେପି ଛାଡ଼ିଥିବା ଟାଣୁଆ ନେତା ସୁବାସ ଚୈାହାନ୍ ଆଜି ବିଜେଡ଼ିରେ ଯୋଗଦେଇଛନ୍ତି । ନବୀନ ନିବାସରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରେ ଗ୍ରହଣ କରି ସ୍ୱାଗତ କରିଛନ୍ତି । ସୁବାସଙ୍କ ଯୋଗଦାନ ବିଜେଡ଼ିକୁ ଅଧିକ ମଜବୁତ କରିବ ବୋଲି ନବୀନ କହିଛନ୍ତି ।
ସେପଟେ ସୁବାସ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ନବୀନ ବାବୁଙ୍କ କାର୍ଯ୍ୟଧାରା ଓ ବ୍ୟକ୍ତିତ୍ୱ ତାଙ୍କୁ ପ୍ରଭାବିତ କରିଥିବାରୁ ସେ ବିଜେଡ଼ିରେ ଯୋଗଦେଇଛନ୍ତି । ନବୀନଙ୍କୁ ସେ ଯୁଧିଷ୍ଠିରଙ୍କ ସହ ତୁଳନା କରିଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦୁର୍ଯୋଧନ ଆଖ୍ୟା ଦେଇଛନ୍ତି । ଅହଂକାରର ବିନାଶ ହେବ ବୋଲି କହିଛନ୍ତି ସୁବାସ ।
ଦୀର୍ଘ ୪୦ ବର୍ଷ ଧରି ସଂଘ ପରିବାର ଓ ବିଜେପି ସହ ସଂପୃକ୍ତ ସୁବାସ ଜଣେ ଟାଣୁଆ ନେତାଭାବେ ବେଶ୍ ଜଣାଶୁଣା । ଗତଥର ବରଗଡ଼ରୁ ସେ କମ୍ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ ମଧ୍ୟ ବିଜେପି ଲୋକସଭା ପ୍ରାର୍ଥୀମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ଜନସମର୍ଥନ ପାଇଥିଲେ । ବରଗଡ଼ ଲୋକସଭା ଅଞ୍ଚଳରେ ୫ ବର୍ଷ ଧରି ଅକ୍ଲାନ୍ତ ପରିଶ୍ରମ କରି ଟିକେଟ ପାଇଁ ଏଥର ବି ନିଜକୁ ହକଦାର କରିଥିଲେ ମଧ୍ୟ ଟିକେଟ ମିଳିଲାନି ।
ସୁବାସଙ୍କ ଟିକେଟ କଟିବା ପଛର ଖଳନାୟକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୋଲି କୁହାଯାଉଛି । ଟିକେଟ ନ ପାଇବା ସୁବାସଙ୍କୁ ଅପମାନିତ ଓ ମାନସିକ ଯନ୍ତ୍ରଣା ଦେଇଥିଲା । ଗତକାଲି ସେ ବିଜେପିରୁ ଇସ୍ତଫା ଦେଇଥିଲେ । ଇସ୍ତଫା ଦେଲାବେଳେ କାନ୍ଦି ପକାଇଥିଲେ । ବିଜେପି ଏକ ନିର୍ଦ୍ଦିଷ୍ଟ ଲୋକର ଜାଗିରି ଅଟେ । ତାକୁ ସୁରକ୍ଷା ଦେବା ପାଇଁ ସମ୍ପୂର୍ଣ୍ଣ ସଂଘ ପରିବାରକୁ ଉପଯୋଗ କରାଯାଉଛି ବୋଲି ସୁବାସ ତାଙ୍କ ଇସ୍ତଫାପତ୍ରରେ ନିଜର କ୍ଷୋଭ ଜଣାଇଥିଲେ ।
Previous Post

କେନ୍ଦ୍ରାପଡ଼ାରେ ହେବ କି ବୈଜୟନ୍ତ-ସୌମ୍ୟ ଲଢ଼େଇ !

Next Post

ରିସ୍କ ନେଲେ ନବୀନ: କେନ୍ଦ୍ରାପଡ଼ାରୁ ଅନୁଭବ, ଭୁବନେଶ୍ୱରରୁ ଅରୁପ ସାଂସଦ ପ୍ରାର୍ଥୀ

Next Post
ରିସ୍କ ନେଲେ ନବୀନ: କେନ୍ଦ୍ରାପଡ଼ାରୁ ଅନୁଭବ, ଭୁବନେଶ୍ୱରରୁ ଅରୁପ ସାଂସଦ ପ୍ରାର୍ଥୀ

ରିସ୍କ ନେଲେ ନବୀନ: କେନ୍ଦ୍ରାପଡ଼ାରୁ ଅନୁଭବ, ଭୁବନେଶ୍ୱରରୁ ଅରୁପ ସାଂସଦ ପ୍ରାର୍ଥୀ

Comments 1

  1. ନିରଞ୍ଜନ ରଣସିଂହ says:
    7 years ago

    ଶୁଣାଯାଉଛି ପ୍ରବିଣ ତୋଗାଡିଆଙ୍କ ସହ ଘନିଷ୍ଠତା ପାଇଁ ଟିକେଟ କଟିଲା,
    ମୋଦି(TM) ବିପକ୍ଷରେ ତୋଗଡିଆ(TM),

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA