Wednesday, May 6, 2026 08:22 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅମିତ୍ ଶାହାଙ୍କ ଜାଗା ନେଇପାରନ୍ତି ଧର୍ମେନ୍ଦ୍ର ପ୍ରଧାନ

by Our Correspondent
28 May, 2019- 11:43 AM
in Latest News, News, Politics
1 min read
0
ଅମିତ୍ ଶାହାଙ୍କ ଜାଗା ନେଇପାରନ୍ତି ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର: ଅମିତ୍ ଶାହାଙ୍କ ଜାଗା ନେଇପାରନ୍ତି ଧର୍ମେନ୍ଦ୍ର ପ୍ରଧାନ । ବିଜେପି ରାଷ୍ଟ୍ରୀୟ ସଭାପତି ଭାବେ ଧର୍ମେନ୍ଦ୍ରଙ୍କ ନାଁକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇଛି । ଜେ.ପି.ନଡ୍ଡା ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରୁ ଜଣେ ଏହି ପଦ ଅଳଙ୍କୃତ କରିବେ ବୋଲି ଚର୍ଚ୍ଚା ହେଉଛି ।
ବିଜେପି ସଂଗଠନକୁ ସଫଳତାର ସହ ଆଗକୁ ନେଉଥିବା ଅମିତ୍ ଶାହା ଅଧ୍ୟକ୍ଷ ପଦ ଛାଡ଼ିବେ ନା ନାହିଁ ଯଦିଓ ଏଯାଏଁ ସ୍ପଷ୍ଟ ହୋଇନାହିଁ ତେବେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଯୋଗଦେବାର ଯଥେଷ୍ଟ ସମ୍ଭାବନା ଥିବା କୁହାଯାଉଛି । ସ୍ୱାସ୍ଥ୍ୟଗତ କାରଣରୁ ଅରୁଣ ଜେଟଲି ଅବ୍ୟାହତି ନେବାକୁ ଚାହିଁଲେ ଗୁରୁତ୍ୱପୂର୍ଣ୍ଣ ଅର୍ଥ ମନ୍ତ୍ରଣାଳୟର ଦାୟିତ୍ୱ ଅମିତ ଶାହା ନେଇପାରନ୍ତି । ଦଳରେ, ଏକ ବ୍ୟକ୍ତି ଏକ ପଦବୀ ନିୟମ ଦୃଷ୍ଟିରୁ ଶାହା ସଂଗଠନ ନେତୃତ୍ୱ ଛାଡ଼ି ସରକାରରେ ବଳିଷ୍ଠ ଭୂମିକାରେ ରହିବେ । ନରେନ୍ଦ୍ର ମୋଦି ତାଙ୍କ ଦ୍ୱିତୀୟ ପାଳିରେ ସରକାରୀ ଯୋଜନା କାର୍ଯ୍ୟକାରିତା ଉପରେ ଯଥେଷ୍ଟ ଗୁରୁତ୍ୱ ଦେଉଥିବାରୁ ଶାହାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ । ଏହି କ୍ଷେତ୍ରରେ ମୋଦି ଓ ଶାହା ଏକାଠି ହୋଇ ସରକାରର ବିଭିନ୍ନ କାର୍ଯ୍ୟକ୍ରମକୁ ସଫଳତାର ସହ ଆଗକୁ ନେଇପାରିବେ ବୋଲି ବିଚାର କରାଯାଉଛି ।
ଶାହା ସରକାରକୁ ଗଲେ ତାଙ୍କ ଜାଗାରେ ଜେ.ପି ନଡ୍ଡା କିମ୍ବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉପଯୁକ୍ତ ବିବେଚନା କରାଯାଉଥିବା କୁହାଯାଉଛି । କେନ୍ଦ୍ରୀୟସ୍ତରରେ ଉଭୟଙ୍କର ସାଂଗଠନିକ ନେତୃତ୍ୱ ଉପରେ ଶାହାଙ୍କ ପୂର୍ଣ୍ଣ ଭରସା ଥିବାରୁ ସେ କାହାରିକୁ ବି ଦାୟିତ୍ୱ ଛାଡ଼ି ଦେଇପାରନ୍ତି । ଦୁହିଁଙ୍କ ଭିତରୁ ଧର୍ମେନ୍ଦ୍ରଙ୍କ ସମ୍ଭାବନା ଅଧିକ ବୋଲି ଦିଲ୍ଲୀ ମହଲରେ ଚର୍ଚ୍ଚା ହେଉଛି ।
Previous Post

ରାଜନୀତିକୁ ଆସିବେନି ଅରୁଣ ପଟ୍ଟନାୟକ

Next Post

ନବୀନଙ୍କ ନୂଆ ଟିମ୍ ରେ ୧୦ ନୂଆ ମୁହଁ

Next Post
ନବୀନଙ୍କ ନୂଆ ଟିମ୍ ରେ ୧୦ ନୂଆ ମୁହଁ

ନବୀନଙ୍କ ନୂଆ ଟିମ୍ ରେ ୧୦ ନୂଆ ମୁହଁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA