Wednesday, May 6, 2026 08:23 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପ୍ରଥମ କ୍ୟାବିନେଟ୍ ବୈଠକ: ଚାଷୀ ଓ ମହିଳାଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳିଲେ ନବୀନ

by Our Correspondent
29 May, 2019- 08:32 PM
in Latest News, News
1 min read
0
ପ୍ରଥମ କ୍ୟାବିନେଟ୍ ବୈଠକ: ଚାଷୀ ଓ ମହିଳାଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳିଲେ ନବୀନ
ଭୁୁବନେଶ୍ୱର: ନିର୍ବାଚନ ପ୍ରଚାର ବେଳେ ଚାଷୀ ଓ ମହିଳାମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ଦୁଇଟି ବଡ଼ ପ୍ରତିଶ୍ରୁତିକୁ ଆଜି ପାଳନ କରିଛନ୍ତି । ଆଜି ପଞ୍ଚମ ପାଳିର ଦାୟିତ୍ୱ ନେବା ପରେ ପ୍ରଥମ କ୍ୟାବିନେଟ୍ ବୈଠକରେ ଏହି ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରାଯାଇଛି । ଆଜିଠାରୁ କାଳିଆ ଯୋଜନା ଟଙ୍କା ପ୍ରଦାନ ଆରମ୍ଭ ହେବା ସହ ମହିଳା ଏସଏଚଜି ବା ମିଶନ ଶକ୍ତି ପାଇଁ ହଜାରେ କୋଟିର କାମ ଅନୁମୋଦନ କରାଯାଇଛି ।
ଏବେ ସମୁଦାୟ ୭୫ ଲକ୍ଷ ପରିବାରକୁ କାଳିଆ ଯୋଜନା ଟଙ୍କା ମିଳିବ । ପୂର୍ବରୁ ୪୨ ଲକ୍ଷ ପରିବାରଙ୍କ ତାଲିକା ପ୍ରସ୍ତୁତ ହୋଇଥିବା ବେଳେ ସେଥିରେ ଆଉ ୩୩ ଲକ୍ଷ ପରିବାରକୁ କାଳିଆ ଯୋଜନାରେ ସାମିଲ କରାଯାଇଛି । ଆଜିଠାରୁ ସପ୍ତାହକ ମଧ୍ୟରେ ୨୫ ଲକ୍ଷ ହିତାଧିକାରୀଙ୍କୁ କାଳିଆ ଟଙ୍କା ମିଳିବ । କ୍ୟାବିନେଟ୍ ବୈଠକ ଶେଷରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।
ସେହିଭଳି ମହିଳା ଏସଏଚଜିକୁ ୧ ହଜାର କୋଟି ଟଙ୍କାର କାମ ଅନୁମୋଦନ କରାଯାଇଛି । ୪୦ଟି ବିଭିନ୍ନ ପ୍ରକାରର କାର୍ଯ୍ୟରେ ଏସଏଚଜିମାନେ ନିୟୋଜିତ ହେବେ । ସେମାନେ ଧାନ ସଂଗ୍ରହ କରିବାଠାରୁ ଆରମ୍ଭ କରି ପିଲାଙ୍କ ୟୁନିଫର୍ମ, ମଧ୍ୟାହ୍ନ ଭୋଜନ, ହସ୍ପିଟାଲ୍ ରେ ଖାଦ୍ୟ ଯୋଗାଇବା କାର୍ଯ୍ୟ କରିବେ ।
ସରକାରକୁ ଆସିବା ଦିନ ହିଁ କାଳିଆ ଓ ମିଶନ୍ ଶକ୍ତି ର ପ୍ରତିଶ୍ରୁତିକୁ ପାଳନ କରିବାକୁ ପ୍ରତିଶ୍ରୁତି ଦେଇଥିଲି । ସେହି ପ୍ରତିଶ୍ରୁତିକୁ ଆଜି ପାଳନ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
Previous Post

ନବୀନଙ୍କ ନୂଆ ଟି-ଟାଇମ୍; ପ୍ରତିଶ୍ରୁତି ପାଳନ ପାଇଁ ମନ୍ତ୍ରୀମାନଙ୍କୁ ଲଗାଇଲେ କାମରେ

Next Post

ସମସ୍ତଙ୍କ ଆକର୍ଷଣରେ ପ୍ରତାପ ଷଡ଼ଙ୍ଗୀ

Next Post
ସମସ୍ତଙ୍କ ଆକର୍ଷଣରେ ପ୍ରତାପ ଷଡ଼ଙ୍ଗୀ

ସମସ୍ତଙ୍କ ଆକର୍ଷଣରେ ପ୍ରତାପ ଷଡ଼ଙ୍ଗୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA