Wednesday, May 6, 2026 08:22 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆଉ ୬ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଚାକିରି ଗଲା; ୨ ମାସରେ ୪୪ ଚାକିରିଆ ବରଖାସ୍ତ

by Our Correspondent
04 Nov, 2019- 04:36 PM
in Latest News, News
1 min read
0
ଆଉ ୬ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଚାକିରି ଗଲା; ୨ ମାସରେ ୪୪ ଚାକିରିଆ ବରଖାସ୍ତ
ଭୁୁବନେଶ୍ୱର: ସରକାରୀ ଚାକିରିରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସ୍ଥାନ ନାହିଁ । ରାଜ୍ୟ ସରକାରଙ୍କ ଏଭଳି କଠୋର ଆଭିମୁଖ୍ୟରେ ଆଜି ବଳି ପଡ଼ିଛନ୍ତି ଆଉ ୬ ଅଧିକାରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି । ଖାଲି ସେତିକି ନୁହେଁ, ଚାକିରିରୁ ଅବସର ନେଇଥିବା ୫ ବାବୁଙ୍କ ପେନସନ୍ ସୁବିଧାକୁ ସ୍ଥାୟୀ ଭାବରେ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣ ଓଏଏସ୍ ଅଫିସର ଅଛନ୍ତି । ସଂପୃକ୍ତ ଅବସରପ୍ରାପ୍ତ ଅଧିକାରୀଙ୍କୁ ଆଉ ପେନସନ୍ ମିଳିବ ନାହିଁ ।
ଆଜିର ୬ ଜଣଙ୍କୁ ମିଶାଇ ଦୁଇ ମାସ ଭିତରେ ୪୪ ଜଣ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଚାକିରି ଗଲାଣି । ଭିଜିଲାନସ୍ କୋର୍ଟ ଦ୍ୱାରା ଦୁର୍ନୀତି ଦୋଷୀ ସାବ୍ୟସ୍ତ ଏହି ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଚାକିରିରୁ ବରଖାସ୍ତ କରିଛନ୍ତି । ସେହିଭଳି ଆଜିର ୫ ଜଣଙ୍କୁ ମିଶାଇ ମୋଟ ୧୧ ଜଣଙ୍କ ପେନସନ୍ କୁ ସ୍ଥାୟୀ ଭାବେ ବନ୍ଦ କରାଯାଇଛି । ୧୦ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଦୁର୍ନୀତି କ୍ଷେତ୍ରରେ ଜିରୋ ଟଲେରାନ୍ସ ନୀତି ଆପଣେଇଥିବା ମୁଖ୍ୟମନ୍ତ୍ରୀଙ୍କର ଏହି କଠୋର କାର୍ଯ୍ୟାନୁଷ୍ଠାନକୁ ପ୍ରବଳ ଜନସମର୍ଥନ ମିଳୁଥିବା ବେଳେ ସମଗ୍ର ପ୍ରଶାସନରେ କୋକୁଆ ଭୟ ସୃଷ୍ଟି କରିଛି ।
ଆଜି ଚାକିରିରୁ ବରଖାସ୍ତ ହୋଇଥିବା ଅଧିକାରୀମାନେ ହେଲେ (୧) ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ବ୍ଲକ୍ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ରବୀନ୍ଦ୍ର କୁମାର ଦାସ(୨) ସମ୍ବଲପୁର ଜିଲ୍ଲା ଧାନକୁଡ଼ା ବ୍ଲକ୍ ପଞ୍ଚାୟତିରାଜ ବିଭାଗର ଜୁନିଅର ଇଞ୍ଜିନିୟର ବୁଦ୍ଧିରାମ ଶୁନିଆନି(୩) ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍ ପ୍ରୋଗ୍ରେସ ଆସିଷ୍ଟାଣ୍ଟ ସୁରେଶ ଚନ୍ଦ୍ର ମିଶ୍ର(୪) ଅନୁଗୁଳ ଜଙ୍ଗଲ ବିଭାଗ ୱାର୍କିଂ ପ୍ଲାନ୍ ଅଫିସ ଫରେଷ୍ଟ ରେଞ୍ଜ ଅଫିସର ହେମନ୍ତ କୁମାର ପଣ୍ଡା(୫) ବ୍ରହ୍ମପୁର ପୂର୍ତ୍ତ ବିଭାଗ ଏନଏଚ ଡିଭିଜନ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ପୃଥ୍ୱୀରାଜ ଲେଙ୍କା ଏବଂ (୬) କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ଜଳସମ୍ପଦ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ସୁଶୀଲ କୁମାର ସେଠ ।
ସ୍ଥାୟୀ ଭାବେ ପେନସନ୍ ବନ୍ଦ ହୋଇଥିବା ଅଧିକାରୀମାନେ ହେଲେ (୧) ଅବସରପାପ୍ତ ଓଏଏସ ତଥା ବରଗଡ଼ ମ୍ୟୁନିସିପାଲିଟି ପୂର୍ବତନ ନିର୍ବାହୀ ଅଧିକାରୀ ନବୀନ ସେଠ (୨) ଅବସରପ୍ରାପ୍ତ ଓଏଏସ୍ ତଥା ଖଣ୍ଡପଡ଼ା ବ୍ଲକ୍ ର ପୂର୍ବତନ ବିଡ଼ିଓ ସନାତନ ସେଠୀ (୩) ଅବସରପ୍ରାପ୍ତ ଓଏଏସ୍ ତଥା କୋରାପୁଟର ପୂର୍ବତନ ଆରଟିଓ ପୁରନ୍ଦର ପୂଜାରୀ (୪) ବଣାଇ ଆରଡବ୍ଲୁ ସବଡିଭିଜନ୍(ପୂର୍ତ୍ତ ବିଭାଗ) ର ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ନିରଞ୍ଜନ ଜେନା ଏବଂ (୫) ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍ ପୂର୍ବତନ ଜୁନିଅର ଇଞ୍ଜିନିୟର ପିତାମ୍ବର ପ୍ରତିହାରୀ ।
Previous Post

ସୋନିଆଙ୍କ ନିଷ୍ପତ୍ତିକୁ ଅପେକ୍ଷା…

Next Post

ସୌମ୍ୟଙ୍କ ବନ୍ଧୁକ ବିଜେଡ଼ି ଆଡେ!!

Next Post
ସୌମ୍ୟଙ୍କ ବନ୍ଧୁକ ବିଜେଡ଼ି ଆଡେ!!

ସୌମ୍ୟଙ୍କ ବନ୍ଧୁକ ବିଜେଡ଼ି ଆଡେ!!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA