Our Correspondent

୮୦ କୋଟି ଲୋକଙ୍କୁ ନଭେମ୍ବର ଯାଏ ମାଗଣା ରାସନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆଉ ୫ ମାସ ପାଇଁ ବଢ଼ାଇ ଦିଆଯାଇଛି । ଆସନ୍ତା ନଭେମ୍ବର ଯାଏ ଦେଶର ୮୦ କୋଟି ଗରିବଙ୍କୁ ମାଗଣାରେ ରାସନ ଯୋଗାଇ ଦିଆଯିବ । ଏଥିରେ ପରିବାରର ମୁଣ୍ଡ ପିଛା ମାସକୁ...

Read more

ଅନଲକ୍-୨ ଗାଇଡଲାଇନ୍: ଜୁଲାଇ ୩୧ ଯାଏଁ ପୂର୍ବ କଟକଣା ବଳବତ୍ତର

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅନଲକ୍-୨ ର ନୂଆ ଗାଇଡଲାଇନ୍ ଜାରି ହୋଇଛି । ଜୁଲାଇ ୧ ରୁ ୩୧ ପର୍ଯ୍ୟନ୍ତ ଏହି ଗାଇଡଲାଇନ୍ ଜାରି ରହିବ । ନୂଆ ଗାଇଡଲାଇନ୍ ରେ ପୂର୍ବ କଟକଣା ଗୁଡ଼ିକ ପ୍ରାୟତଃ ଅପରିବର୍ତ୍ତିତ...

Read more

ହେମନ୍ତ ଶର୍ମାଙ୍କ ହାତରୁ ଗଲା ଏମଏସଏମଇ

ଭୁବନେଶ୍ୱର: ଆଇଏଏସ୍ ସ୍ତରରେ ଆଜି ଏକ ଛୋଟ ଅଦଳବଦଳ ହୋଇଛି । ହେମନ୍ତ ଶର୍ମାଙ୍କ ହାତରୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(ଏମଏସଏମଇ) ବିଭାଗର ଅତିରିକ୍ତ ଦାୟିତ୍ୱ କାଢ଼ି ନିଆଯାଇଛି । କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ସତ୍ୟବ୍ରତ ସାହୁଙ୍କୁ ଏମଏସଏମଇ ବିଭାଗର...

Read more

ଜୁଲାଇ ଷ୍ଟ୍ରାଟେଜି ପାଇଁ ଫିଡବ୍ୟାକ୍ ନେଲେ ମୁଖ୍ୟମନ୍ତ୍ରୀ

ଜିଲ୍ଲାପାଳ,ଏସପିଙ୍କ ସହ ଭିଡ଼ିଓ କନଫରେନ୍ସିଂ ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ଜୁଲାଇ ମାସରେ ସରକାର କି ରଣନୀତି ଆପଣେଇବେ ତାହାକୁ ସମସ୍ତଙ୍କର ଅପେକ୍ଷା ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ କନଫରେନ୍ସିଂରେ ଜିଲ୍ଲାପାଳ ଓ ଏସପିମାନଙ୍କ...

Read more

କରୋନା ରୋଗୀଙ୍କ ପାଇଁ ମେଡ଼ିସିନ୍

ଭୁବନେଶ୍ୱର: କରୋନା ରୋଗୀଙ୍କ ପାଇଁ ଆଶା ସଂଚାର କରିଥିବା ବିକଳ୍ପ ଔଷଧ ଓଡ଼ିଶାକୁ ଆସିଯାଇଛି । ‘ଡେକ୍ସାମେଥାସନ୍’ ଟାବଲେଟ୍ ଓ ଇଂଜେକ୍ସନ୍ ପରେ ଆଜି ଆସିଛି ‘ରେମଡେସିଭିର୍’ ଓ ‘ଫାବି ଫ୍ଲୁ’ । ଆଇସିଏମଆର୍ ସ୍ୱୀକୃତ ଏହି ମେଡ଼ିସିନ୍ ଓ ଇଂଜେକ୍ସନ୍...

Read more

ଗୋଷ୍ଠୀ ସଂକ୍ରମଣ ମୁହାଁ କରୋନା !

ଭୁବନେଶ୍ୱର: ଗତ ୧୦ ଦିନରେ ରାଜ୍ୟରୁ ଚିହ୍ନଟ ହେଲେଣି ୧,୯୩୭ କରୋନା ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ ୨୨୩ ଜଣ ହେଉଛନ୍ତି ଲୋକାଲ୍ କେସ୍ । ଅର୍ଥାତ୍ ସେମାନେ ବାହାରୁ ଆସିନାହାନ୍ତି କି ବାହାରକୁ ଯାଇନାହାନ୍ତି । ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ...

Read more

ପକେଟ୍ ରେ ସୌରଶକ୍ତିରୁ ମୋବାଇଲ୍ ଚାର୍ଜିଂ

ଭୁବନେଶ୍ଵର: ମଣିଷ ପାଇଁ ଆଜିକାଲି ଅପରିହାର୍ଯ୍ୟ ହୋଇଯାଇଛି ମୋବାଇଲ୍ । ଘରଠାରୁ ଆରମ୍ଭ କରି ଦେଶ ବିଦେଶ ସହିତ ଯୋଡି ହେବାର ଏହା ହୋଇଛି ବଳିଷ୍ଠ ମାଧ୍ୟମ । ବାଟରେ ଯିବା ବେଳେ ଏହି ମୋବାଇଲ୍ ଖଣ୍ଡିକ ଚାର୍ଜ ଅଭାବରୁ ଅଚଳ ହୋଇଗଲେ...

Read more
Page 425 of 756 1 424 425 426 756