Our Correspondent

ଓଡ଼ିଆ ଭାଷାର ସୁରକ୍ଷା ଏବଂ ଉନ୍ନତିରେ “ଓଡ଼ିଆ ଭାଷା ପ୍ରତିଷ୍ଠାନ” କେତେ ସଫଳ?

ଗୋପାଳ ସାହୁ, ସ୍ୱତନ୍ତ୍ର ପ୍ରତିନିଧି ଭୁବନେଶ୍ୱର: ଆଳୁ ଖୋଳୁ ଖୋଳୁ ମହାଦେବଙ୍କର ଆବିର୍ଭାବ। ସାମାଜିକ ଗଣମାଧ୍ୟମ ଫେସବୁକ ଆଲୋଚନାରୁ ଜିଜ୍ଞାସା ହେତୁ ତଥ୍ୟ ଖୋଜିବାକୁ ଯାଇ ଦୁଇ ସରକାରୀ ପୁସ୍ତକରେ ଓଡ଼ିଆ ବ୍ୟାକରଣ ସମ୍ଵନ୍ଧୀୟ ଦୁଇ ପ୍ରକାର ତଥ୍ୟ ଆମଭଳି ଆହୁରି...

Read more

ଉତ୍ତର-ପୂର୍ବାଞ୍ଚଳରେ ଫସିଥିବା ପ୍ରବାସୀଙ୍କ ପାଇଁ ସ୍ୱତନ୍ତ୍ର ବିମାନ ବ୍ୟବସ୍ଥା

ଭୁବନେଶ୍ୱର: ଲକ୍ ଡାଉନ୍ ପାଇଁ ଉତ୍ତର- ପୂର୍ବାଞ୍ଚଳ ରାଜ୍ୟରେ ଫସି ରହିଥିବା ପ୍ରବାସୀମାନେ ଜନ୍ମମାଟି ଫେରିବାର ଆଶା ହରାଇ ଦେଇଥିଲେ । କାରଣ ସେମାନେ ଏଭଳି ଅଞ୍ଚଳରେ ଅଛନ୍ତି ଯେଉଁଠି ଗମାନଗମନର କୌଣସି ବ୍ୟବସ୍ଥା ନାହିଁ । ବସ୍ ରେ ଆସିବା...

Read more

ପ୍ରଫେସର ନିତ୍ୟାନନ୍ଦ ଶତପଥୀଙ୍କ ପରଲୋକ

ଭୁୁବନେଶ୍ୱର: ପ୍ରଖ୍ୟାତ ସାହିତ୍ୟିକ, ସମାଲୋଚକ, ପ୍ରାବନ୍ଧିକ ତଥା ଭାଷା ସୁରକ୍ଷା ସମ୍ମିଳନୀର ସଭାପତି ପ୍ରଫେସର ନିତ୍ୟାନନ୍ଦ ଶତପଥୀଙ୍କର ଆଜି ସକାଳେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା । ଯକୃତ କର୍କଟ ରୋଗରେ ପୀଡ଼ିତ ଥିବା...

Read more

ପ୍ରଧାନଙ୍କ ଅଭିମାନ ଭାଙ୍ଗିଲେ ପ୍ରଧାନ

ଭୁବନେଶ୍ୱର: ସ୍ୱାଭିମାନକୁ ଜଳାଞ୍ଜଳି ଦେଇ ରାଜନୀତି କରିହେବନି । ଏମିତି ମନ୍ତବ୍ୟ ଦେଇ ଗତକାଲି ସଂଧ୍ୟାରେ ଦଳରୁ ଇସ୍ତଫା ଦେଇଥିଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ୨୪ ଘଣ୍ଟା ପୂରିନି, ନିଷ୍ପତ୍ତି ବଦଳାଇଛନ୍ତି । ଆଜି ତାଙ୍କର ଇସ୍ତଫାପତ୍ରକୁ ପ୍ରତ୍ୟାହାର...

Read more

ସତ: ବିଜେପି ଛାଡ଼ିଲେ ଜଗନ୍ନାଥ

ଭୁବନେଶ୍ୱର: ଦଳୀୟ ନେତୃତ୍ୱ ଉପରେ କ୍ଷୁବ୍ଧ ହୋଇ ଦଳରୁ ଇସ୍ତଫା ଦେଲେ ଭୁବନେଶ୍ୱରର ଟାଣୁଆ ବିଜେପି ସଂଗଠକ ଜଗନ୍ନାଥ ପ୍ରଧାନ । ଦଳ ଛାଡ଼ିବାକୁ ମନସ୍ଥ କରିଛି ବୋଲି ଆଜି ଦ୍ୱିପ୍ରହରେ ନିଜ ଫେସବୁକ୍ ରେ ପୋଷ୍ଟ କରିଥିଲେ । ମାତ୍ର...

Read more

ବିଜେପି ଛାଡ଼ିବେ ଜଗନ୍ନାଥ ପ୍ରଧାନ !

ଭୁବନେଶ୍ୱର: ଭୁବନେଶ୍ୱର ଜିଲ୍ଲା ବିଜେପିର ଟାଣୁଆ ସଂଗଠକ ତଥା ମଧ୍ୟ ଆସନରୁ ଦୁଇ ଦୁଇ ଥର ବିଧାୟକ ପ୍ରାର୍ଥୀ ଥିବା ଜଗନ୍ନାଥ ପ୍ରଧାନ ଦଳରୁ ଇସ୍ତଫା ଦେବେ । ଆଜି ଶ୍ରୀ ପ୍ରଧାନ ନିଜ ଫେସବୁକ୍ ଆକାଉଣ୍ଟରେ ଏହା ଘୋଷଣା କରିଛନ୍ତି...

Read more

ନବୀନ ଦେଶର ସବୁଠୁ ଅଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ପୁଣି ଶୀର୍ଷରେ ନବୀନ ପଟ୍ଟନାୟକ । ଦେଶର ସବୁଠାରୁ ଅଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ପଟ୍ଟନାୟକ । ସି ଭୋଟର ଜନମତ ସର୍ଭେ( ଷ୍ଟେଟ୍ ଅଫ୍ ଦ ନେସନ୍ ୨୦୨୦)ରୁ ଏହି ଫଳ ଆସିଛି । ନବୀନଙ୍କ କାର୍ଯ୍ୟରେ...

Read more
Page 436 of 756 1 435 436 437 756