Our Correspondent

ଶ୍ରୀମନ୍ଦିରରେ ‘କରୋନା’ କଟକଣା: ଫର୍ମ ପୂରଣ କରି ଭକ୍ତ ଯିବେ, ଅରୁଣ ସ୍ତମ୍ଭ ଛୁଇଁବେନି

- ଫର୍ମ ପୂରଣ କରି ଶ୍ରୀମନ୍ଦିର ଯିବେ ଭକ୍ତ - ଅରୁଣ ସ୍ତମ୍ଭ, ଗରୁଡ଼ ସ୍ତମ୍ଭ ଛୁଇଁବେନି - ଆନନ୍ଦବଜାରରେ ବସି ମହାପ୍ରସାଦ ସେବନ ମନା - ମାସ୍କ ପିନ୍ଧିବେ ସେବାୟତ,ପୂଜାପଣ୍ଡା ପୁରୀ: ‘କରୋନା’ ସତର୍କତା ଭାବେ ଶ୍ରୀମନ୍ଦିରରେ ବ୍ୟାପକ କଟକଣା...

Read more

‘କରୋନା’ ରେ ରାଜନୀତି ତାତି

ଭୁବନେଶ୍ୱର: ‘କରୋନା’ ଭୟାବହତାରେ ଏବେ ସାରା ବିଶ୍ୱ ଥରହର । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘କରୋନା’ କୁ ବିଶ୍ୱ ମହାମାରୀ ଘୋଷଣା କରିଛନ୍ତି । ଭାରତରେ ‘କରୋନା’ ରେ ୨ ବ୍ୟକ୍ତିଙ୍କ ମୃତ୍ୟୁ ସହ ସଂକ୍ରମିତଙ୍କ ସଂଖ୍ୟା ୮୪ ଛୁଇଁଲାଣି ।...

Read more

ୟେସ୍ ବ୍ୟାଙ୍କରେ ସମସ୍ତେ ସୁରକ୍ଷିତ, ବୁଡ଼ିବନି ଟଙ୍କା; ୧୮ରୁ ହଟିବ କଟକଣା

ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କରେ ଜମା ଥିବା ୫୪୫ କୋଟି ଟଙ୍କା ଶ୍ରୀମନ୍ଦିର ପାଣ୍ଠି ଉପରୁ ଆପାତତଃ ବିପଦ ହଟିଯାଇଛି । ଏହି ଟଙ୍କା ସୁରକ୍ଷିତ ଅବସ୍ଥାରେ ଫେରିବାର ଆଶା ଉଜ୍ଜଳ ହୋଇଛି । ଆର୍ଥିକ ସଙ୍କଟରେ ଫସିଥିବା ୟେସ୍ ବ୍ୟାଙ୍କର ପୁନଃରୁଦ୍ଧାର...

Read more

‘କରୋନା’ ମୁକାବିଲା ପାଇଁ ଯୁଦ୍ଧକାଳୀନ ପ୍ରସ୍ତୁତି

- ‘କରୋନା’କୁ ରାଜ୍ୟ “ବିପର୍ଯ୍ୟୟ” ଘୋଷଣା - ମୁକାବିଲା ପାଇଁ ୨୦୦ କୋଟି ଅର୍ଥ ବ୍ୟବସ୍ଥା - ଶିକ୍ଷାନୁଷ୍ଠାନ, ସିନେମାହଲ୍, ବିଧାନସଭା ବନ୍ଦ - ସତର୍କ ରୁହ, ଆତଙ୍କିତ ହୁଅନି: ମୁଖ୍ୟମନ୍ତ୍ରୀ ଭୁୁବନେଶ୍ୱର: ୧୩୪ଟି ଦେଶକୁ ବ୍ୟାପି ଯାଇଥିବା ମାରାତ୍ମକ ‘କରୋନା’...

Read more

ବିଧାନସଭାରେ ୟେସ୍ ବ୍ୟାଙ୍କ ଝଡ଼; ଦୋଷ ଠେଲିଦେଲେ ଅର୍ଥମନ୍ତ୍ରୀ

ଭୁବନେଶ୍ୱର: ୟେସ୍ ବ୍ୟାଙ୍କ ଦେବାଳିଆ ହୋଇଥିବା ୪ ମାସ ଆଗରୁ ଜାଣି ମଧ୍ୟ ମହାପ୍ରଭୁଙ୍କ ୫୪୫ କୋଟି ଜମା ରଖିବା ପଛର ଉଦ୍ଦେଶ୍ୟ କ’ଣ? ୟେସ୍ ବ୍ୟାଙ୍କରେ ଜମା ଥିବା ତିରୁପତି ମନ୍ଦିରର ୧୩୦୦ କୋଟି ଟଙ୍କାକୁ ମନ୍ଦିର ଟ୍ରଷ୍ଟ ଉଠାଇ...

Read more

ଲୁଚି ଲୁଚି ଝିଲିକ୍ ଙ୍କୁ ବାହା ହୋଇଗଲେ ଡ୍ୟାନି

ଭୁବନେଶ୍ୱର: ଓଲିଉଡ୍ ର ନାମକରା ଅଭିନେତ୍ରୀ ବଙ୍ଗାଳୀ ଝିଅ ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କ ହାତ ଧରିଛନ୍ତି ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ(ଡ୍ୟାନି) । ବୁଧବାର ଦିନ ଏକ ତାରକା ହୋଟେଲ୍ ରେ ସେମାନଙ୍କର ବିବାହ ହୋଇଥିବା ଜଣାପଡ଼ିଛି । ବାହାରକୁ ଗୋପନ ରଖାଯାଇ...

Read more

ରାଜନୀତିରେ ସିନ୍ଧିଆ ଚରିତ୍ର: ଜନସେବା ମିଛ, କ୍ଷମତା ପାଇଁ ସବୁ ନାଟ !

ଭୁବନେଶ୍ୱର: ମଧ୍ୟପ୍ରଦେଶର ଗୁନା ସଂସଦୀୟ କ୍ଷେତ୍ରରୁ ଲୋକେ ଚାରି ଚାରି ଥର ଯେଉଁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଲୋକସଭା ପଠାଇଥିଲେ ୨୦୧୯ ନିର୍ବାଚନରେ ତାଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ । ବିଜେପି ପ୍ରାର୍ଥୀଙ୍କଠାରୁ ସେ ଦେଢ଼ ଲକ୍ଷ ଭୋଟ ବ୍ୟବଧାନରେ ପରାଜିତ ହେଲେ ।...

Read more
Page 485 of 756 1 484 485 486 756