ସୌମ୍ୟଙ୍କ ଇଲାକାରେ ତାଲିବାନୀ ଶାସନ !

ଭୁବନେଶ୍ୱର: ଶାନ୍ତିଲତା ବେହେରା ନୟାଗଡ଼ ଜିଲ୍ଲାର ଜଣେ ଦଳିତ ମହିଳା । ୨୦୧୭ ପଞ୍ଚାୟତ ନିର୍ବାଚନରେ ଭାପୁର ବ୍ଲକ୍ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ । ଉପାଧ୍ୟକ୍ଷ ହୋଇଥିଲେ ବିଜେଡ଼ିର ବାହୁବଳୀ ନେତା କୁହାଯାଉଥିବା ଗୟାଧର ପରିଡ଼ା । ଗତ ଜୁଲାଇ ୧୧ ତାରିଖରେ ଭାପୁର ଥାନାରେ ଏକ ଏତଲା ଦେଇଥିଲେ ବ୍ଲକ୍ ଅଧ୍ୟକ୍ଷା ଶାନ୍ତିଲତା । ଉପାଧ୍ୟକ୍ଷ ଗୟାଧର ପରିଡ଼ାଙ୍କ ବିରୋଧରେ ସେ ସଙ୍ଗୀନ ଅଭିଯୋଗ ଆଣିଥିଲେ । ଅଭିଯୋଗଟି ହେଉଛି, ତାଙ୍କ(ଅଧ୍ୟକ୍ଷା) ସରକାରୀ କାର୍ଯ୍ୟାଳୟକୁ … Continue reading ସୌମ୍ୟଙ୍କ ଇଲାକାରେ ତାଲିବାନୀ ଶାସନ !