ନୂଆଦିଲ୍ଲୀ: ଶପଥ ନେବାକୁ ଥିବା ନୂଆ ମନ୍ତ୍ରୀମାନଙ୍କ ତାଲିକା ଆସିଛି । ଏହି ତାଲିକାରେ ଅଛନ୍ତି ୪୩ ଜଣ ମନ୍ତ୍ରୀ । ଆଜି ସଂଧ୍ୟାରେ ଏମାନେ ଶପଥ ନେବେ । ବର୍ତ୍ତମାନ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିବା କିଛି ମନ୍ତ୍ରୀଙ୍କୁ କ୍ୟାବିନେଟ୍ ପାହ୍ୟାକୁ ପଦୋନ୍ନତି ଦିଆଯାଇଥିବାରୁ ସେମାନେ ମଧ୍ୟ ଶପଥ ନେବେ ।
ନୂଆ ମନ୍ତ୍ରୀ ତାଲିକା
ନାରାୟଣ ରାଣେ
ସର୍ବାନନ୍ଦ ସୋନୱାଲ୍
ଡ. ବୀରେନ୍ଦ୍ର କୁମାର
ଜ୍ୟୋତିରାଦିତ୍ୟ ସିନ୍ଧିଆ
ରାମଚନ୍ଦ୍ର ପ୍ରସାଦ ସିଂହ
ଅଶ୍ୱିନୀ ବୈଷ୍ଣବ
ପଶୁପତି କୁମାର ପାରସ
କିରେନ୍ ରୁଜ୍ଜୁ
ରାଜକୁମାର ସିଂହ
ହରଦୀପ ସିଂହ ପୁରୀ
ମନସୁଖ୍ ମଣ୍ଡଭିୟା
ଭୂପେନ୍ଦ୍ର ଯାଦବ
ପରଷୋତ୍ତମ ରୁପାଲା
ଜି.କିଷାନ ରେଡ୍ଡୀ
ଅନୁରାଗ ସିଂହ ଠାକୁର
ପଙ୍କଜ ଚୌଧୁରୀ
ଅନୁପ୍ରିୟା ସିଂହ ପଟେଲ
ଡ. ସତ୍ୟ ପାଲ ସିଂ ବାଘେଲ୍
ରାଜୀବ ଚନ୍ଦ୍ରଶେଖର
ସୁଶ୍ରୀ ଶୋଭା କରଣ୍ଡଲାଜି
ଭାନୁ ପ୍ରତାପ ସିଂ ବର୍ମା
ଦର୍ଶନ ବିକ୍ରମ ଜର୍ଦୋସ୍
ଶ୍ରୀମତୀ ମିନାକ୍ଷୀ ଲେଖୀ
ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ
ଏ.ନାରାୟଣସ୍ୱାମୀ
କୌଶଲ କିଶୋର
ଅଜୟ ଭଟ୍ଟ
ବି.ଏଲ.ବର୍ମା
ଅଜୟ କୁମାର
ଚୌହାନ ଦେବୁସିନ୍
ଭଗବନ୍ତ ଖୁବା
କପିଲ ମୋରେଶ୍ୱର ପାଟିଲ୍
ସୁଶ୍ରୀ ପ୍ରତିମା ଭୌମିକ୍
ଡ. ସୁବାସ ସରକାର
ଡ. ଭାଗୱତ୍ କିଷନରାଓ କରଦ
ଡ. ରାଜକୁମାର ରଞ୍ଜନ ସିଂହ
ଡ. ଭାରତୀ ପ୍ରବୀଣ ପାୱାର
ବିଶ୍ୱେଶ୍ୱର ଟୁଡୁ
ଶାନ୍ତନୁ ଠାକୁର
ଡ. ମୁଞ୍ଜାପରା ମହେନ୍ଦ୍ରଭାଇ
ଜନ୍ ବାର୍ଲା
ଡ. ଏଲ. ମୁରୁଗାଁ
ନିଶିଥ ପ୍ରମାଣିକ