Tuesday, March 2, 2021 04:23 PM
  • About
  • Advertise
  • Careers
  • Contact
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଆର୍ମି ଭାଇସ୍ ଚିଫ୍ ପଦରେ ଓଡ଼ିଆ ଅଫିସର

by Our Correspondent
18 Jan, 2121- 07:23 PM
in Latest News, News
1 min read
0
ଆର୍ମି ଭାଇସ୍ ଚିଫ୍ ପଦରେ ଓଡ଼ିଆ ଅଫିସର
Share on FacebookShare on Twitter

ଭୁବନେଶ୍ୱର: ଭାରତୀୟ ସେନାର ୪୨ତମ ଭାଇସ୍ ଚିଫ୍ ହେବେ ଓଡ଼ିଆ ଅଫିସର ଚଣ୍ଡୀପ୍ରସାଦ ମହାନ୍ତି । ଭାଇସ୍ ଚିଫ୍ ପଦକୁ ଉନ୍ନୀତ ହେବାରେ ସେ ପ୍ରଥମ ଓଡ଼ିଆ ଅଫିସର । ଆସନ୍ତା ୩୧ ତାରିଖରେ ସେ ଲେଫ୍ଟନାଣ୍ଟ ଜେନେରାଲ ଏସ.କେ.ସାଇନିଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ ।

ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀପ୍ରସାଦ ମହାନ୍ତି ହେଉଛନ୍ତି ୧୯୮୨ ବ୍ୟାଚ ରାଜପୁତ ରେଜିମେଣ୍ଟର ପଦାତିକବାହିନୀ ଅଧିକାରୀ । ଭାରତୀୟ ସେନାରେ ଦୀର୍ଘ ୩୮ ବର୍ଷର କାର୍ଯ୍ୟକାଳ ଭିତରେ ସେ ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି । ଆସାମରେ ଚାଲିଥିବା ‘ଅପରେସନ ଅଲ କ୍ଲିୟର’ ର ମୁଖ୍ୟ ଥିଲେ ଶ୍ରୀ ମହାନ୍ତି । ଆସାମକୁ ଉଲଫା କବଳରୁ ମୁକ୍ତ କରି ଶାନ୍ତି ପ୍ରତିଷ୍ଠା କରିବାରେ ତାଙ୍କର ମୁଖ୍ୟ ଭୂମିକା ଥିଲା ।

ପ୍ରତିରକ୍ଷା କ୍ଷେତ୍ରରେ ଲେଫ୍ଟନାଣ୍ଟ ଜେନେରାଲ ଶ୍ରୀ ମହାନ୍ତିଙ୍କ ଗବେଷଣା ବି ଉଚ୍ଚକୋଟିର । ଚୀନ୍, ଦକ୍ଷିଣ ଏସିଆ ଓ ଉତ୍ତର-ପୂର୍ବ ଦେଶ ଉପରେ ସେ ଗବେଷଣା କରିଛନ୍ତି ।

ଜଗତସିଂହପୁରର ଜେ.କେ. ମହାନ୍ତି ଓ ଡ. ଶାରଦା କୁମାରୀଙ୍କ ଜ୍ୟେଷ୍ଠପୁତ୍ର ହେଉଛନ୍ତି ଚଣ୍ଡୀପ୍ରସାଦ । ଦୁଇଟି ଡିଫେନ୍ସ ମାଷ୍ଟର ଡିଗ୍ରୀ ସହ ଏମଫିଲ୍ କରିଛନ୍ତି ।

Previous Post

ବିଜେପି ଯୁବମୋର୍ଚ୍ଚା ନେତା ଗିରଫ

Next Post

ସମଲେଶ୍ୱରୀ ମନ୍ଦିର ପାଇଁ ବଡ଼ ଯୋଜନା

Next Post
ସମଲେଶ୍ୱରୀ ମନ୍ଦିର ପାଇଁ ବଡ଼ ଯୋଜନା

ସମଲେଶ୍ୱରୀ ମନ୍ଦିର ପାଇଁ ବଡ଼ ଯୋଜନା

Leave a Reply Cancel reply

Your email address will not be published. Required fields are marked *

RECOMMENDED NEWS

ଉପନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ବିଜେପି

ଉପନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ବିଜେପି

5 months ago
ଜୀବଜନ୍ତୁଙ୍କ ଖାଇବା ଟଙ୍କା ବି ଚଳୁ କରିଦେଲେ !

ଜୀବଜନ୍ତୁଙ୍କ ଖାଇବା ଟଙ୍କା ବି ଚଳୁ କରିଦେଲେ !

8 months ago
ଦିବ୍ୟାଙ୍ଗଙ୍କ ମୁହଁରେ ହସ ଫୁଟାଇଲା ‘ଦିବ୍ୟାଙ୍ଗ ମହୋତ୍ସବ’

ଦିବ୍ୟାଙ୍ଗଙ୍କ ମୁହଁରେ ହସ ଫୁଟାଇଲା ‘ଦିବ୍ୟାଙ୍ଗ ମହୋତ୍ସବ’

2 years ago
ଭୁବନେଶ୍ୱରରେ ଆଉ ୪୫ ପଜିଟିଭ୍

ଭୁବନେଶ୍ୱରରେ ଆଉ ୪୫ ପଜିଟିଭ୍

8 months ago
  • 1.3k Fans

BROWSE BY CATEGORIES

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week

BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    ଗଣଦୁଷ୍କର୍ମ ମାମଲା ଚାପିଦେବାକୁ ଚାହିଁଥିଲେ ଓଟିଭି ଏମଡି ଜାଗୀ ପଣ୍ଡା!

    2971 shares
    Share 1188 Tweet 743
  • ଅର୍ଗସ୍ ରୁ ତଡା ଖାଇଲେ ବିଭୂ ରଥ

    1638 shares
    Share 655 Tweet 410
  • ଓଟିଭି ଛାଡ଼ିଲେ ସାମ୍ବାଦିକ ରମେଶ ରଥ

    1349 shares
    Share 540 Tweet 337
  • ଡିଜିପିଙ୍କ ବାଟ ଓଗାଳିବାକୁ ପଣ୍ଡା କମ୍ପାନୀର ଚାଲ୍!

    1187 shares
    Share 475 Tweet 297
  • ସମ କୋଭିଡ ହସ୍ପିଟାଲ ଡାକ୍ତରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

    1143 shares
    Share 457 Tweet 286
Mid Day Odisha

MiddayOdisha fills a gap in local media for the numerous speakers living and visiting Odisha and outside Odisha.

Follow us on social media:

WordPress YouTube plugin

Category

  • blog
  • Breaking News
  • Business & Economy
  • Crime
  • Editors Pick
  • Entertainment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020 MIDDAY ODISHA