ନାବାଳିକା ଗଣଦୁଷ୍କର୍ମ: ସାଂସଦ ଅପରାଜିତାଙ୍କର ରହସ୍ୟମୟ ନିରବତା

ଭୁବନେଶ୍ୱର: ମଙ୍ଗଳବାର ଲୋକସଭାରେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଦମଦାର୍ ପ୍ରସଙ୍ଗ ଉଠାଇଥିଲେ । ମହିଳାଙ୍କ ପ୍ରତି ଅପରାଧରେ ଓଡ଼ିଶା ଦେଶର ତୃତୀୟ ରାଜ୍ୟ । ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ୯୧.୩ ମହିଳା ଅପରାଧର ଶିକାର ହେଉଛନ୍ତି । ଅପରାଧ ଦଣ୍ଡ ବି ବହୁତ କମ୍ । ମାତ୍ର ୮.୩% । ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋ ୨୦୧୮ ରିପୋର୍ଟରେ ଏହି ତଥ୍ୟ ରହିଥିବା ଶ୍ରୀମତୀ ଷଡ଼ଙ୍ଗୀ ଦର୍ଶାଇ ଗୃହରେ ଉଦବେଗ ପ୍ରକାଶ କରିଥିଲେ … Continue reading ନାବାଳିକା ଗଣଦୁଷ୍କର୍ମ: ସାଂସଦ ଅପରାଜିତାଙ୍କର ରହସ୍ୟମୟ ନିରବତା