” Sometimes the simplest things are the most profound. My job is to bring out in people & what they wouldn’t dare do themselves “
ଅନଲକ୍-୪: ଶିକ୍ଷାନୁଷ୍ଠାନ ବନ୍ଦ,୧୦୦ ଲୋକଙ୍କ ସମାବେଶକୁ ଅନୁମତି
ଭୁବନେଶ୍ୱର: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆଜି ଜାରି ହୋଇଛି ଅନଲକ୍-୪ ଗାଇଡଲାଇନ୍ । ସେପ୍ଟେମ୍ବର ୭ ରୁ ମେଟ୍ରୋ ରେଳ ଚଳାଚଳକୁ ଅନୁମତି ମିଳିଥିବା ବେଳେ ସେପ୍ଟେମ୍ବର ୨୦ ତାରିଖ ପର୍ଯ୍ୟନ୍ତ...
ଜେଇଇ ପରୀକ୍ଷାର୍ଥୀଙ୍କ ଦାୟିତ୍ୱ ନେଲେ ରାଜ୍ୟ ସରକାର
ଭୁବନେଶ୍ୱର: ଜେଇଇ(ମେନ୍) ପରୀକ୍ଷାର୍ଥୀମାନେ ଯେଭଳି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ତାହାର ଦାୟିତ୍ୱ ନେଇଛନ୍ତି ରାଜ୍ୟ ସରକାର । ଦୂରଦୂରାନ୍ତରୁ ଆସୁଥିବା ଛାତ୍ରଛାତ୍ରୀମାନେ ଆବଶ୍ୟକ କଲେ ସେମାନଙ୍କ ଯାତାୟତ ପାଇଁ ସରକାର ମାଗଣାରେ...
ଗ୍ରାମାଞ୍ଚଳ ଗରିବଙ୍କ ପାଇଁ ୨୦୦ କୋଟିର ସ୍ୱତନ୍ତ୍ର ପ୍ୟାକେଜ୍
କୋଭିଡ ଟେଷ୍ଟ ଶସ୍ତା ହେଲା, ୧୨୦୦ ଟଙ୍କାରେ ଟେଷ୍ଟ୍
ଭୁୁବନେଶ୍ୱର: କରୋନା ମହାମାରୀରେ କ୍ଷତିଗ୍ରସ୍ତ ଗ୍ରାମୀଣ ଅର୍ଥନୀତିର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାର ୨୦୦ କୋଟି ଟଙ୍କାର ସ୍ୱତନ୍ତ୍ର ଆର୍ଥିିକ ପ୍ୟାକେଜ୍ କରିଛନ୍ତି ।...
ନିଟ୍, ଜେଇଇ ପ୍ରବେଶିକା ପରୀକ୍ଷା ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଦାବି
ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୧ ରୁ ୬ ଜେଇଇ(ମେନ୍) ଏବଂ ସେପ୍ଟେମ୍ବର ୧୩ ରେ ନିର୍ଦ୍ଧାରିତ ନିଟ୍ ପରୀକ୍ଷା ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ...
କୋଭିଡ କଟକଣା ମାନିଲେନି ସୁର
ଭୁବନେଶ୍ୱର: କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ଆଜି ଶତାଧିକ ସମର୍ଥକଙ୍କୁ ଧରି ରାଜଧାନୀର ଏକ ଘରୋଇ ହସ୍ପିଟାଲ୍ ସାମନାରେ ଧାରଣାରେ ବସିଥିଲେ । ଏକ ରୋଗୀ ମୃତ୍ୟୁକୁ...
ତାରାଙ୍କ ସମର୍ଥନରେ ନିରଞ୍ଜନ-ଜୟଦେବ !
ଭୁବନେଶ୍ୱର: ଗତ ସାଧାରଣ ନିର୍ବାଚନ ପରଠୁ ଅଥର୍ବ ଅବସ୍ଥାରେ ଥିବା ରାଜ୍ୟ କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନକୁ ନେଇ ପୁଣି ଚର୍ଚ୍ଚା । ଆସନ୍ତାକାଲି ଦଳର ଜାତୀୟ କାର୍ଯ୍ୟକାରିଣୀ(ସିଡବ୍ଲୁସି) ବୈଠକ ପରିପ୍ରେକ୍ଷୀରେ ଏହାକୁ ନେଇ...
ଗଣେଷ ପୂଜା
ଗାଁରେ ଗଣେଷ ପୂଜା
ଗାଁ ସେତେବେଳକୁ ନିହାତି ମଫସଲ । ନା ଗାଡ଼ି । ନା ରାସ୍ତା । ନା ଭଲ ରକମ କିଛି ବି ଦୋକାନ । ଗାଁ ଶେଷକୁ ମହାଦେବ ମୁଣ୍ଡ...
କୋଭିଡ ଟେଷ୍ଟ୍ ରେ ଓଡ଼ିଶା ଦୁଇ ନମ୍ବର
ଭୁବନେଶ୍ୱର: କୋଭିଡ ଟେଷ୍ଟ୍ ରେ ଗୋଆ ପଛରେ ଓଡ଼ିଶା ଦେଶର ଦୁଇ ନମ୍ବର ରାଜ୍ୟ । ରାଜ୍ୟରେ ଦୈନିକ ୧୦ ଲକ୍ଷ ଜନସଂଖ୍ୟାରେ ୧୨୬୫ ଜଣଙ୍କର କୋଭିଡ୍ ଟେଷ୍ଟ କରାଯାଉଛି ଯାହାକି ଜାତୀୟ...
ଓପିଏସସିରେ ଦୁଇ ନୂଆ ସଦସ୍ୟ
ଭୁୁବନେଶ୍ୱର: ଅବସରପ୍ରାପ୍ତ ଆଇଏଏସ୍ ବିଭୂତି ଭୂଷଣ ପଟ୍ଟନାୟକ ଏବଂ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ସୁଧାଂଶୁ ଶେଖର ରଥ ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ(ଓପିଏସସି)ର ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି...
୬ ନମ୍ବର ରାଜ୍ୟ, ୬ ପ୍ରତିଶତ ହାର
କରୋନା ସଂକ୍ରମଣ ଜାତୀୟ ହାର ୮.୬୯%
ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦ ହଜାର ଟପିଛି । ଏବେ ଦୈନିକ ପ୍ରାୟ ୨୨୦୦ରୁ ୩ ହଜାର ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗଞ୍ଜାମ...
ପ୍ରଫେସର ଜଗନ୍ନାଥ ଲେଙ୍କା ହେଲେ ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟ
ଭୁବନେଶ୍ୱର: ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ଡକ୍ଟର ଜଗନ୍ନାଥ ଲେଙ୍କା ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି...
ବିଜେଡ଼ି ସଂଗଠନରେ ଯୁବନେତାଙ୍କୁ ଗୁରୁତ୍ୱ
୪୫ ସମ୍ପାଦକ, ୪୧ ଯୁଗ୍ମ ସମ୍ପାଦକ ନିଯୁକ୍ତ
ସୁୁଶାନ୍ତ ରାଉତ ଭୁବନେଶ୍ୱର ଜିଲ୍ଲା ସଭାପତି
ଭୁୁବନେଶ୍ୱର: ବିଜୁ ଜନତା ଦଳର ସାଂଗଠନିକ ପୁନର୍ବିନ୍ୟାସ କ୍ରମରେ ଆଜି ୪୫ ଜଣ ସମ୍ପାଦକ ଏବଂ ୪୧ ଜଣ ଯୁଗ୍ମ...
+୨ ବାଣିଜ୍ୟ ପରୀକ୍ଷାରେ କିସ୍ର ଶତ ପ୍ରତିଶତ ସଫଳତା
ଭୁବନେଶ୍ୱର: ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ବାଣିଜ୍ୟ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି । ଏଥିରେ କିସ୍ର ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ସଫଳତା ହାସଲ...
କେନ୍ଦ୍ରକୁ ଅଧିକ ୟୁରିଆ ସାର ମାଗିଲେ ଅରୁଣ
ଭୁବନେଶ୍ୱର: ଓଡ଼ିଶାକୁ ଅଧିକ ୟୁରିଆ ସାର ଯୋଗାଇଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର । କୃଷିମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏହି ଦାବି ଉପସ୍ଥାପନ କରିଛନ୍ତି ।...
ARIIA ରାଙ୍କିଙ୍ଗରେ କିଟ୍ ବିଶ୍ୱବିଦ୍ୟାଳୟ ଦେଶରେ ପ୍ରଥମ
ଭୁବନେଶ୍ଵର: ସୃଜନ କ୍ଷେତ୍ରରେ କିଟକୁ ମିଳିଛି ଭାରତ ସରକାରଙ୍କ ସ୍ଵୀକୃତି। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ଅଟଳ ରାଙ୍କିଙ୍ଗ ଅଫ୍ ଇନଷ୍ଟିଚ୍ୟୁଟସ ଅନ୍ ଇନୋଭେସନ୍ ଆଚିଭମେଣ୍ଟ (ଏଆରଆଇଆଇଏ)ରେ ସମଗ୍ର ଭାରତର ଘରୋଇ ଶିକ୍ଷାନୁଷ୍ଠାନ...
ଖୋର୍ଦ୍ଧା, କଟକ, ସୁନ୍ଦରଗଡ, ରାୟଗଡା ଜିଲ୍ଲା ପାଇଁ ସ୍ୱତନ୍ତ୍ର ରଣନୀତି
ଆସନ୍ତା ସପ୍ତାହରେ କୋରାପୁଟରେ ପ୍ଲାଜମା ବ୍ୟାଙ୍କ
ଭୁବନେଶ୍ୱର: ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼ ଓ ରାୟଗଡ଼ା ଜିଲ୍ଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆଣିବା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହେବ । ଅଞ୍ଚଳ ଭିତ୍ତିରେ...
ଏକାମ୍ର କ୍ଷେତ୍ର ପାଇଁ ବିଗ୍ ପ୍ଲାନ୍: ୬୬ ଏକର ଜାଗା, ୨ ଲକ୍ଷ ଭକ୍ତ...
ଭୁବନେଶ୍ୱର: ଏକାମ୍ରକ୍ଷେତ୍ର ପାଇଁ ବିଗ୍ ପ୍ଲାନ୍ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ଶ୍ରୀଲିଙ୍ଗରାଜ ମନ୍ଦିର ସନ୍ନିକଟ ୬୬ ଏକର ପରିମିତ ଜମି ଉପରେ ଏହି ଯୋଜନା କାର୍ଯ୍ୟକାରୀ ହେବ ।...
ଦୁର୍ନୀତିଖୋରଙ୍କୁ ହାଇଡୋଜ୍, ତଥାପି ସୁଧୁରୁନାହାନ୍ତି!
ବର୍ଷକରେ ବିଦାହେଲେଣି ୭୭ ଦାଗୀ ଅଫିସର
ଭୁବନେଶ୍ୱର: ସହକର୍ମୀ ଯୁବତୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ବନ୍ଧା ହୋଇଥିବା ଆୟୁଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀଙ୍କୁ ଗତ ସପ୍ତାହରେ ସରକାରୀ ଚାକିରିରୁ ବାଧ୍ୟତାମୂଳକ...
୨ ଦିନରେ ଲକ୍ଷେ ଟେଷ୍ଟିଂ, ସଂକ୍ରମଣ ହାର ୫.୫% କୁ ହ୍ରାସ୍
ଭୁୁବନେଶ୍ୱର: ରାଜ୍ୟରେ କୋଭିଡ୍ ଟେଷ୍ଟିଂ ସହ ତାଳ ଦେଇ ପଜିଟିଭି ସଂଖ୍ୟା ବଢ଼ିଛି । ମାତ୍ର ସେଥିପାଇଁ ଛାନିଆଁ ହେବାର କାରଣ ନାହିଁ । ଆଖିକୁ ସଂଖ୍ୟା ବଡ଼ ଦେଖାଯାଉଥିଲେ ମଧ୍ୟ ସଂକ୍ରମଣ...
As wicketkeeper, MS Dhoni was faster than any pickpocket: Ravi Shastri
PTI | Updated: Aug 16, 2020, 11:28 IST
NEW DELHI: Faster than the best pickpockets as wicketkeeper and a cricketer who changed the game for all times...





















